ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

4 ଲକ୍ଷ ଟଙ୍କାର ବିଲ କରାଇବାକୁ 8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବାସିଲା ଭିଜିଲାନ୍ସ

ଦେବଗଡ଼ – 4 ଲକ୍ଷ ଟଙ୍କାର ବିଲ କରାଇବାକୁ ଠିକାଦାର ଠାରୁ 8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ପୌର ପରିଷଦର ଏକ ଠିକା କାମର 4 ଲକ୍ଷ ଟଙ୍କା ବିଲ କରାଇବାକୁ ଦାବୀ କରିଥଲେ ଅର୍ଥ । ଠିକାଦାର କଳିତ କୁମାର କରଙ୍କ ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଛି ଦେବଗଡ଼ ଭିଜିଲାନ୍ସ । ଡିଏସପି ଯୋଗେଶ ପଟେଲ ଓ ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲି ସ୍ଥିତ ବାସ ଭବନରେ ଚାଲିଛି ରେଡ।

Leave A Reply

Your email address will not be published.