ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ଅଧିକାରୀଙ୍କ କାର୍ଯ୍ଯାଳୟର ଆଣ୍ଟି ସ୍ମଗ୍‌ଲିଂ ଗାର୍ଡ

ଜଳେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲାର ଖାଦ୍ୟ ଯୋଗାଣ ବିଭାଗର ଆଣ୍ଟି ସ୍ମଗ୍‌ଲିଂ ଗାର୍ଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ନୂଆବଜାର ସ୍ଥିତ ଜନାର୍ଦ୍ଦନ ପଲେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ଯାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢାଉରେ ଜଣେ ଏଡିସିନାଲ ଏସ୍ପି, ୪ ଜଣ ଡ଼ିଏସପି ଓ ୫ ଜଣ ଇନ୍ସପେକ୍ଟର ସାମିଲଥିବା ଜଣାପଡ଼ିଛି।

Leave A Reply

Your email address will not be published.