ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଇଡକଲର ଡେପୁଟି ମ୍ୟାନେଜର, ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁନ୍ତରା । ଇଡ୍‌କଲ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଭାବେ ଗୟା କାର୍ଯ୍ଯରତ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଗୟାଙ୍କ ବାସଭବନ ଓ ତାଙ୍କ ସମ୍ପକୀୟଙ୍କ ଘର ସମେତ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା, ନୟାଗଡ଼ରେ ଚଢାଉ ଚାଲିଛି। ଏହି ଚଢାଉରେ ୭ଜଣ ଡିଏସପିଙ୍କ ସମେତ ୪ ଜଣ ଇନିସପେକ୍ଟର, ଜଣେ ସବ- ଇନିସପେକ୍ଟର, ୭ ଜଣ ଏସସାଇ ସାମିଲ ଅଛନ୍ତି।

Leave A Reply

Your email address will not be published.