ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକରେ କାର୍ଯ୍ଯରତ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ସମ୍ବଲପୁର, ସୁବର୍ଣ୍ଣପୁରରେ ଚଢାଉ କରିଛି ଭିଜିଲାନ୍ସର ମିଳିତ ଟିମ୍। ସନ୍ତୋଷଙ୍କ ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଚାଲିଛି ଚଢାଉ। ଭିଜିଲାନ୍ସ ପକ୍ଷରୁ ତାଙ୍କର ସମ୍ପତ୍ତିର ଆକଳନ ଜାରି ରହିଛି। ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୁଲ୍ୟ ଜଣା ପଡ଼ିବ ବୋଲି ଭିଜିଲାନ୍ସ ବିଭାଗ କହିଛି।

Leave A Reply

Your email address will not be published.