ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାସ୍ତୁଦୋଷ ଦୂର କରିବ ହଳଦୀ ଗଛ

ଅନେକ ଗୁଣରେ ଭରପୂର ହଳଦୀ, ରୋଷେଇରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ଚର୍ଚ୍ଚା ଏବଂ ମାଙ୍ଗଳିକ କାମରେ ଏହା ଲୋଡ଼ା ହୋଇଥାଏ। କେବଳ ଶୁଖÒଲା ହଳଦୀ ନୁହେଁ, ହଳଦୀ ଗଛ ମଧ୍ୟ ଲାଭଦାୟକ। ବାସ୍ତୁଦୋଷ ଦୂର କରିବା କ୍ଷେତ୍ରରେ ହଳଦୀଗଛର ଅନେକ ପ୍ରଭାବ ଅଛି। ଯଥା –

ବାସ୍ତୁଶାସ୍ତ୍ର ଅନୁଯାୟୀ,

ଅଧିକ ପଢନ୍ତୁ
  • ଘରେ ହଳଦୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ। ଏହାଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ପାରିବାରିକ ସମ୍ପର୍କ ସୁଦୃଢ଼ ହୋଇଥାଏ।
  • ହଳଦୀ ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ।
  • ହଳଦୀ ଗଛ ପୂଜା କରିବା ଦ୍ବାରା ମନସ୍କାମନା ପୂରଣ ହୁଏ।
  • ପରିବାର ଭିତରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଁ ଘରର ପଶ୍ଚିମ- ଉତ୍ତର ଦିଗରେ ହଳଦୀ ଗଛ ଲଗାଇବା ଆବଶ୍ୟକ।
  • ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଆଗ୍ନେୟ କୋଣରେ ହଳଦୀ ଗଛ ଲଗାନ୍ତୁ।
  • ହଳଦୀ ଗଛର ସମ୍ପର୍କ ସିଧାସଳଖ ବୃହସ୍ପତି ଗ୍ରହ ସହିତ ରହିଛି ବୋଲି ବିଶ୍ବାସ କରାଯାଏ।
  • କଦଳୀ ଗଛ ସହିତ ହଳଦୀ ଗଛ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁଙ୍କ ଅଶେଷ କୃପାଲାଭ ହୋଇଥାଏ। ଘରେ ହଳଦୀ ଗଛ ଥÒଲେ ମା’ ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ।
Leave A Reply

Your email address will not be published.