ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ଚଢାଉ: ୨୨ଟି ଚୋରା ବାଇକ୍ ଓ ଦୁଇଟି ମ୍ୟାକ୍ସ ପିକଅପ୍ ଭ୍ୟାନ ଜବତ, ୫ଗିରଫ

ବଲାଙ୍ଗିର: ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଓ ତୁଷୁରା ଥାନା ଅନ୍ତର୍ଗତରେ ବିଭିନ୍ନ ସମୟରେ ହେଉଥିବା ବାଇକ ଚୋରି ଘଟଣାରେ ପୁଲିସକୁ ଏକ ବଡ ସଫଳତା ପାଇଛି । ଏହି ବାଇକ ଚୋର ରେକେଟକୁ ଧରିବା ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓ ତୋଫାନ ବାଗଙ୍କ ନେତୃତ୍ୟରେ ଏକ ଟିମ ଗଠନ କରା ଯାଇଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୨୨ଟି ବାଇକ ଓ ଦୁଇ ଟି ମ୍ୟାକ୍ସ ପିକଅପ ଭ୍ୟାନକୁ ପୁଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି ।

bike

Leave A Reply

Your email address will not be published.