ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରାଖଣ୍ଡ ନିର୍ବାଚନ: ଜିତିଲା ଦଳ, ହେଲେ ହାରିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ହାରିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ହେଲେ ତାଙ୍କ ଦଳ ଅର୍ଥାତ ବିଜେପି ବିଜୟ ଆଡକୁ ଗତି କରୁଛି। ଖଟିମା ଆସନରେ କଂଗ୍ରେସର ଭୁବନ ତାପଡିଙ୍କଠୁ ହାରିଛନ୍ତି ବିଜେପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ବିଜେପି ସରକାର ଗଠନ କରିବ । ବର୍ତ୍ତମାନ ୭୦ ଆସନରୁ ୪୮ଟି ସିଟରେ ଆଗରେ ରହିଛି ବିଜେପି।

Leave A Reply

Your email address will not be published.