ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ବରିମୁଣ୍ଡ ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏ ପର୍ଯ୍ୟନ୍ତ ମୃତକ ଜଣକର ପରିଚୟ ମିଳିନି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଡାଏଟମ ଟେଷ୍ଟ କରିବ ବୋଲି ଜଣାପଡିଛି । ପାଣିରେ ବୁଡି ମରିଛନ୍ତି ନା କେହି ହତ୍ୟା କରି ଫିଙ୍ଗି ଦେଇଛି ଜଣା ପଡିବ । ପରୀକ୍ଷା ପାଇଁ ନମୁନା ପଠାଇବ ବୋଲି ପୋଲିସର ସୂଚନା ।

Leave A Reply

Your email address will not be published.