ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଣ୍ଡଗୋଳ ସମାଧାନ କରିବାକୁ ଆସି ପୁତୁରାକୁ ପିଟିପିଟି ମାରିଲା କକା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ। ପୁତୁରାକୁ ପିଟିପିଟି ମାରିଦେଇଛି କକା। ପୁତୁରା କମଳାକାନ୍ତ ନାୟକ ନିଶାଗ୍ରସ୍ତ ହୋଇ ପତ୍ନୀ ପଦ୍ମନୀକୁ ପିଟାମରା କରୁଥିଲା । ଗଣ୍ଡଗୋଳ ସମାଧାନ କରିବାକୁ ଆସିଥିବା କକା ଉତ୍ତେଜିତ ହୋଇ ନିଜେ ହତ୍ୟାକାରୀ ସାଜିଛି। ଏକ କେନ୍ଦୁବାଡିରେ ପିଟିପିଟି ପୁତୁରା କମଳାକାନ୍ତକୁ ହତ୍ୟା କରିଛି । ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ କକା ଶତୃଘ୍ନ ନାଏକକୁ ଗିରଫ କରିଛି। ପୁଲିସ ଜବତ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.