ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଡି ସାଇଡ ମରାକୁ ନେଇ ହତ୍ଯା କାଣ୍ଡ: ବିଜେପି କର୍ମୀଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଡି ସାଇଡ ମରାକୁ ନେଇ ବିଚ ରାସ୍ତାରେ ବାଡେଇ ବାଡେଇ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କିରିଛନ୍ତି ୪ ଦୁର୍ବୃତ୍ତ।  ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ବର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ। ଉକ୍ତ ୪ ଦୁର୍ବୃତ୍ତ ନୁଆସାହି ସ୍ଥିତ ଶ୍ବଶୁର ଘର ନିକଟରେ ରଞ୍ଜିତଙ୍କୁ କାରରୁ ଟାଣି ଆଣି ପିଟିପିଟି ହତ୍ଯା କରିଛନ୍ତି।

ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏବେ ସୁଦ୍ଧା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ତେବେ କେବଳ ଗାଡି ସାଇଡ୍ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ନାହିଁ ସେଦିଗକୁ ମଧ୍ୟ ତଦନ୍ତ କରୁଛି ପୁଲିସ।

Leave A Reply

Your email address will not be published.