ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing

Video

ଚେତାବନୀ ଦେଲା ସ୍ୱାସ୍ଥ୍ୟ ବିଭାଗ,…

ଭୁବନେଶ୍ବର : ବିଭିନ୍ନ ଦେଶରେ କୋଭିଡ୍‌‌ ସଂକ୍ରମଣର ଊର୍ଦ୍ଧ୍ବଗାମୀ ଧାରା ସମଗ୍ର ବିଶ୍ୱର ଚିନ୍ତା ଉଦ୍ରେକ କରିଛି। ଏହି ସ୍ଥିତିରେ ଭାରତରେ ଓମିକ୍ରନ୍‌‌ର ନୂଆ ଭାରିଆଣ୍ଟ ଏକ୍ସବିବି ୧.୫ ଚିହ୍ନଟ ଏହି ଚିନ୍ତାକୁ ଆହୁରି ବଢ଼଼ାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩୦/୪୫ ଦିନ ପର୍ଯ୍ୟନ୍ତ…

କେମିତି ଦୁର୍ଘଟଣାର ଶିକାର ହେଲା ପନ୍ତଙ୍କ…

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍‌ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍‌ କାର୍‌…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ କରିଥିବା ନେଇ ପୁଲିସ କହୁଥିବା ବେଳେ, ତାଙ୍କ ପ୍ରଶଂସକ ଏବଂ ସୁଶାନ୍ତଙ୍କୁ ଜାଣିଥିବା…

ରାସନ କାର୍ଡରେ ଦତ୍ତା ସାଙ୍ଗିଆ ସ୍ଥାନରେ…

କୋଲକାତା : ବର୍ତ୍ତମାନ ସମୟରେ ରାସନ କାର୍ଡ ହେଉକି ଭୋଟର କାର୍ଡ କିମ୍ବା ଆଧାର କାର୍ଡ ସବୁଠି କେବେ ନାଁ ଭୁଲ ଲେଖା ହେଉଛି ତ ଆଉ କେଉଁଠି ଜନ୍ମ ତାରିଖ। ଯାହାକୁ ସଜାଡିବାକୁ ଲୋକଙ୍କୁ ବହୁ ହଇରାଶ ହରକତ ହେବାକୁ ପଡୁଛି। ଦାୟିତ୍ବରେ ଥିବା ସରକାରୀ ବାବୁଙ୍କ ଖାମଖିଆଲି ମନଭାବ ଲାଗି ସାଧାରଣ ବ୍ୟକ୍ତି ନାନା…

ପୁରୀ ବଡ଼ଦାଣ୍ଡରେ ଚାଲିଚାଲି…

ପୁରୀ: ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରେ କାରରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିର ପରିସରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବଡଦାଣ୍ଡରେ ଚାଲି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି । ଏହାସହ ମହାରାଜା…

ଅଟକାଇବା ସତ୍ତ୍ବେ ଟ୍ରକ୍‌ ରଖିଲେନି…

ସାରସକଣା : କିଛି ଯୁବକ ରାସ୍ତା କଡରେ ଛିଡା ହୋଇ ଡାକ ଛାଡୁଛନ୍ତି, କିନ୍ତୁ ଦ୍ରୁତ ବେଗରେ ଯାଉଥିବା ଟ୍ରକ ଡ୍ରାଇଭର ଶୁଣିଲେନି ଡାକ। ଯାହା ଫଳରେ ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଗାଡି ସହ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ…

ଓଡିଶା ଉପକୂଳ ଛୁଇଁବନି ବାତ୍ୟା: ଧାମରା…

ଭୁବନେଶ୍ବର : ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’। ଧାମରା ଠାରୁ ୨୦୦ କିମି ଦୂରରେ ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ  ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ଲଘୁଚାପଟି ଆସନ୍ତା କାଲି ଅବପାତର ରୂପ ନେବ । ୨୩ ଅକ୍ଟୋବରର ସୁଦ୍ଧା ତୀବ୍ର ଅବପାତ ରୂପ ନେବ ବୋଲି ଆକଳନ କରାଯାଇଛି। ୨୪…

ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ…

ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଆରା ବ୍ୟକ୍ତିତ୍ୱ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟି ଆସିଛି। ବିଶେଷକରି ପ୍ରୃତିପ୍ରେମୀ ଭାବେ ନବୀନ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରବିବାର କୁମାର…

ବିଦେଶ ମାଟିରେ ବି ଶୁଭିଲା…

ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା 'ଆପଣମାନେ ଖୁସି ତ' । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ମୁଖ୍ଯମନ୍ତ୍ରୀ  ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ' ବୋଲି ପଚାରିଥିଲେ। ଥରେ ନୁହେଁ…

ଅନୁଭବଙ୍କ ଆଉ ଏକ ଭିଡିଓ : କହିଲେ-…

ଭୁବନେଶ୍ବର : ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ ’। ଆଜି ପୁଣି ସୋସିଆଲ୍‌ ମିଡିଆରେ…