ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing

Video

ବିଜେଡ଼ିର ନିର୍ବାଚନୀ ଇସ୍ତାହାର ପାଇଁ…

ଭୁବନେଶ୍ୱର: ବିଜେଡିର ପ୍ରକାଶ ପାଇବ ନିର୍ବାଚନୀ ଇସ୍ତାହାର। ତା’ ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି। ଏନେଇ ଚଳିତଥର…

ବାଜିଲା ନିର୍ବାଚନ ବିଗୁଲ: ଦିଲ୍ଲୀ…

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍।ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । ପ୍ରତ୍ୟେକ ନିର୍ବାଚନ ଏକ ନୂଆ ପରୀକ୍ଷା ବୋଲି ଭାରତୀୟ…

ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି…

ଭୁବନେଶ୍ୱର: ଆଜି ସମଲେଶ୍ବରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ।ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧ...ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କୁ ସମସ୍ତଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ପ୍ରତି ଓଡ଼ିଆ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭ…

ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ…

ପୁରୀ: ଐତିହ୍ୟ ସହର ଭାବେ ଖ୍ୟାତି ଲାଭ କରିଛି ପୁରୀ। ଚାରି ଧାମରୁ ଗୋଟିଏ ଶ୍ରେଷ୍ଠ ଧାମ ହୋଇଥିବାରୁ ପ୍ରତିଦିନ ଏଠାକୁ ଛୁଟି ଆସନ୍ତି ଲକ୍ଷାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସହରକୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ହେଲେ…

ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ…

ପୁରୀ: ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା' ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ।…

ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ…

ଭୁବନେଶ୍ବର : ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । କାଲି ବିଶ୍ବକର୍ମା ପୂଜା, ଏହାପରେ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳୀ ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏଥି ପାଇଁ ଚାନ୍ଦାଭେଦା…

ଅପେକ୍ଷାର ଅନ୍ତ : ଆସିଲା ଅଲ୍ଲୁ…

ମୁମ୍ବଇ : ଆସିଲା ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ର ପାର୍ଟ ୨ର ଟିଜର। ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମସ୍ତ ଭାଷାରେ ଦର୍ଶକ ପସନ୍ଦ କରିଥିଲେ। ଫିଲ୍ମର ପ୍ରଥମ ଭାଗ…

ପ୍ରତ୍ୟାହାର ହେଲା ଡ୍ରାଇଭର ମହାସଂଘର…

ଭୁବନେଶ୍ବର : ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ । ୩ ଦିନ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ କଲା ଡ୍ରାଇଭର ମହାସଂଘ । ଏନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ଏନେଇ ସୋସିଆଲ ମଡିଆ ଫେସ୍‌ବୁକ୍‌ରେ ଏଭ ଭିଡିଓ ପୋଷ୍ଟ କରି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି…

ଓଡ଼ିଶାରେ ନୁହେଁ ସାରା ଭାରତରେ…

ଭୁବନେଶ୍ବର: ଓଡିଆ ସିନେ ଜଗତ ପାଇଁ ଖୁସି ଖବର। ମ୍ୟାଲେରିଆ ନିରାକରଣ ଉପରେ ନିର୍ମିତ ଚଳଚ୍ଚିତ୍ର 'ଦମନ' ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ଚକଲେଟ୍ ହିରୋ ବାବୁସାନଙ୍କ ଅଭିନତ ଭିନ୍ନ ଓ ନୂତନ ଧରଣର କାହାଣୀ ଓଡ଼ିଆ ସନେ ଜଗତକୁ ଏକ ନୂଆ ଦିଗକୁ ନେଇଛି। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ନୁହେଁ ସାରା…