ପଣସପଦର ରେ ଦୁଇ ବଖରା ଘରପୋଡି

କନ୍ଧମାଳ : ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତର ପଣସପଦର ଗ୍ରାମରେ ରାତିରେ ଉମେଶ ଦଳବେହେରା ଏବଂ ସଂଯୁକ୍ତା ଦଳବେହେରା ଙ୍କ ଦୁଇ ବଖରା ଘରେ ନିଆଁ ଲାଗି ସମ୍ପୂର୍ଣ ପୋଡି ଯାଇଛି । ନିଆଁ ରେ ଘରେ ଥିବା ଜିନିଷପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି। ରାତ୍ର ଏବଂ ପାଣିର ଅଭାବ ଯୋଗୁ ବହୁତ କଷ୍ଟ ରେ ଲୋକମାନେ ନିଆକୁ ଆୟତ କରାଯାଇଥିଲା ଏବଂ ଖଜୁରୀପଡା ଠାରୁ ଦମକଳ ବାହିନୀ ଆସି ନିଆକୁ ଲିଭାଇଥିଲେ । ପ୍ରଶାସନ ତରଫରୁ କ୍ଷୟ କ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାର ଙ୍କୁ ସାହାଯ୍ୟ ଯୋଗେଇବାକୁ ସର୍ବସାଧାରଣରେ ଦାବି ହୋଇଛି ।

Leave a comment