ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଯାଆଁଳା ଶିଶୁ, ଜଣେ ମୃତ ଓ ଅନ୍ଯଜଣେ ଗୁରୁତର

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଯାଆଁଳା ଶିଶୁଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଏହି ଖବର ଜାଣିବା ପରେ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଯାଇଛି।

Leave A Reply

Your email address will not be published.