ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୮-୧୨-୨୦୨୧)

ମେଷ: ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ଦୃଢ଼ମନା ରହିବେ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି।

ବୃଷ: ସମସ୍ୟାକୁ ନେଇ ବିଚଳିତ ରହିବେ । ଚାକିରିରେ ସମ୍ମାନ ହାନି ହୋଇପାରେ। ରାଜନୀତିରେ ଉତ୍ତେଜନା ରହିବ। ମହିଳାମାନେ ହତାଦର ହୋଇପାରନ୍ତି। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ର ପ୍ରତିକୂଳ ରହିବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ।

ମିଥୁନ: ବହୁ ଚେଷ୍ଟା କରି ସଫଳ ହେବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଚାକିରିରେ ସମକର୍ମୀଙ୍କ ସହଯୋଗ ପାଇବେ। ବାଣିଜ୍ୟରେ ଶୁଭ ଫଳ ପାଇବେ।ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍

କର୍କଟ:ଦିନଟିରେ ବଡ଼ ଧରଣର ସଫଳତା ପାଇପାରନ୍ତି । ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ | ରାଜନୀତିରେ ସକ୍ରିୟ ନେତୃତ୍ବ ରହିବ। ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

ଏଥିସହିତ ପଢ଼ନ୍ତୁ

ସିଂହ: ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି ହୋଇପାରେ । ବନ୍ଧୁବାନ୍ଧବଙ୍କ ସଙ୍ଗେ ମନାନ୍ତର ହୋଇପାରେ । ଚାକିରିରେ ଚାପ ରହିବ। ବାଣିଜ୍ୟରେ ବ୍ୟୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |

କନ୍ୟା: କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ | ରାଜନୀତିରେ ପ୍ରଶଂସିତ ହେବେ । ମହିଳାମାନେ ରକ୍ଷଣଶୀଳ ହେବେ | ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

ତୁଳା: କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରସ୍ଥାନକୁ ଯାଇପାରନ୍ତି । ସାଂସାରିକ ଉତ୍ତମ ବୁଝାମଣା ରହିବ। ଚାକିରିରେ ଚଳଚଞ୍ଚଳ ରହିବେ I ବାଣିଜ୍ୟରେ ଲୋକପ୍ରିୟତା ବଢ଼ିବ । ଶିକ୍ଷାର୍ଥୀ ନିଷ୍ଠାପର ରହିବେ |ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା |

ବିଛା: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ଗୋଲଡେନ୍‌।

ଧନୁ: କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ । ଚାକିରିରେ ଧନ ସମ୍ମାନ ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ – ଧଳା |

ମକର: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ଚାକିରିରେ ସମସ୍ୟା ରହିବ । ବାଣିଜ୍ୟରେ ସାଧାରଣ ଫଳ ମିଳିବ।ଶିକ୍ଷାର୍ଥୀ ଅଳସ୍ୟ ରହିବେ । ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍।

କୁମ୍ଭ: କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ । ରାଜନୀତିରେ ଉତ୍ତେଜନା ପରିସ୍ଥିତି ରହିପାରେ । ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟରେ ଚିନ୍ତାଜନକ ପରିସ୍ଥିତି ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

ମୀନ: ବିଭିନ୍ନ ଉପାୟରେ ଅର୍ଥାଗାମ ହୋଇପାରେ । ଚାକିରିରେ ଉଚ୍ଚ ପ୍ରଶଂସା ପାଇବେ । ପ୍ରଶାସନିକ ଦାୟିତ୍ବବୋଧ ରହିବ I ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ ନିଷ୍ଠାପର ରହିବେ | ଶୁଭ ଅଙ୍କ- ୧ ଶୁଭ ରଙ୍ଗ- ପିଙ୍କ |

Leave A Reply

Your email address will not be published.