ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୫-୦୫-୨୦୨୧)

ମେଷ: କର୍ମସ୍ଥଳରେ ଉନ୍ନତି କରିବେ । ଚାକିରିରେ ଶୁଭଫଳ ପାଇବେ। ମହିଳାମାନେ ଖୁସିରେ ରହିବେ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ: ବହୁ ଚେଷ୍ଟା କରି ସଫଳ ହେବେ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ମିଥୁନ: ଅନ୍ୟର ସହଯୋଗ ପାଇ ଆଗେଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ: କେତେକ କ୍ଷେତ୍ରରେ ଅପ୍ରିୟତା ଦେଖାଦେବ। ସାଂସାରିକ ହତୋତ୍ସାହ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ: ଆୟ ଅବ୍ୟାହତ ରହିବ। ଦେହ ସୁସ୍ଥ ରହିବ। ମହିଳାମାନଙ୍କ ନୂତନ କର୍ମଲାଭ ଯୋଗ ରହିଛି।ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

କନ୍ୟା: ଏକ ସଙ୍ଗେ ଧନସମ୍ମାନ ପାଇବେ । ସାଂସାରିକ ସୁଖୀ ରହିବେ। ରାଜନୀତିରେ ସକ୍ରିୟ ରହିବେ।।ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍

ତୁଳା: ଦିନଟି ବିନା ଦ୍ବିଧା ଓ ବାଧାରେ ଆଗେଇ ଚାଲିବେ । ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା: ଦେହ ଓ ମନ ଭଲରହିବ ନାହିଁ। କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ ।ବ୍ୟବସାୟରେ ନୀଚଫଳ ପାଇବେ । ଶୁଭ ଅଙ୍କ-୯. ଶୁଭ ରଙ୍ଗ-ଲାଲ୍

ଧନୁ: ନୂତନ କର୍ମଲାଭ ଯୋଗ ରହିଛି। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର: ଦିନଟିରେ ଉଚ୍ଚ ସଫଳତା ପାଇବେ । ସାଂସାରିକ ସୁଖସମ୍ମାନ ମିଳିବ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ମନମୁତାବକ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କୁମ୍ଭ:ଅନ୍ୟର ପ୍ରେରଣା ପାଇ କାର୍ଯ୍ୟ ତୁଲାଇବେ । ସାଂସାରିକ ଧର୍ମକର୍ମରେ ମନ ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ସଫଳ ହେବେ ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମୀନ: ଦିନଟି ସମସ୍ୟା ବହୁଳ ରହିବ। ଆର୍ଥିକ ଚାପ ସହ ମାନସିକ କଷ୍ଟ ପାଇବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.