ମଙ୍ଗଳବାର ରାଶିଫଳ (୨୨-୦୩-୨୦୨୨)

ମେଷ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟରେ ସନ୍ତୋଜନକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ବୃଷ: ସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଶତ୍ରୁ ପ୍ରଶମିତ | ହେବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ |

ଏଥିସହିତ ପଢ଼ନ୍ତୁ

ମିଥୁନ: ଯୋଜନା ସ୍ଥଗିତ ରହିପାରେ। ଚାକିରିରେ ଅବହେଳା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ଦେଖାଦେବ । ଶିକ୍ଷାର୍ଥୀମାନେ ଆଳସ୍ୟ ହେବେ | ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ ।

କର୍କଟ: ଦିନଟି ଚଳଚଞ୍ଚଳ ରହିବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ । ରାଜନୀତିରେ ସହଯୋଗ ପାଇବେ | ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।

ସିଂହ: ଚତୁରତାର ସହ କାର୍ଯ୍ୟ ହାସଲ କରିବେ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍ |

କନ୍ୟା: ଅର୍ଥଚିନ୍ତା ପ୍ରଭାବିତ କରିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

ତୁଳା: ଦିନଚର୍ଯ୍ୟା ବିଳାସମୟ ରହିବ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ସୁଖୀ ରହିବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

ବିଛା: ବହୁଚେଷ୍ଟା କରି ହେବେ ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ସ୍ବଳ୍ପ ମିଳିବ ଶିକ୍ଷାର୍ଥୀ ପରିଶ୍ରମୀ ହେବେ ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି

ଧନୁ: ଦୀର୍ଘଦିନର ସ୍ୱପ୍ନ ସାକାର ହେବ ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ରହିବେ ବାଣିଜ୍ୟରେ ହେବ ଉଚ୍ଚାଭିଳାଷୀ ହେବେ ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍

ମକର:କାର୍ଯ୍ୟସିଦ୍ଧି ସୁଖସମ୍ମାନ ପ୍ରାପ୍ତି ହେବ ଚାକିରିରେ ସ୍ଥାୟିତ୍ଵ ରହିବ। ରାଜନୀତିରେ ପ୍ରତିଷ୍ଠିତ ହେବେ ଶିଳ୍ପ ବାଣିଜ୍ୟରେ ଉନ୍ନତି ଦୃଢ଼ମନା ରହିବେ ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ

କୁମ୍ଭ: ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ରହିବ। ଶିକ୍ଷାର୍ଥୀମାନେ ବିରକ୍ତିମନା ରହିବେ ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲ୍ଡେନ୍‌।

ମୀନ: କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବେ ରାଜନୀତିରେ ଶତ୍ରୁବୃଦ୍ଧି ହେବେ ଚାକିରିରେ ଅଭିଯୋଗ ଆସିପାରେ। ବାଣିଜ୍ୟରେ ହୋଇପାରେ ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି ଶୁଭ ଅଙ୍କ-୧, ରଙ୍ଗ-ପିଙ୍କ

Leave a comment