ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୫-୦୬-୨୦୨୧)

ମେଷ : କର୍ମକ୍ଷେତ୍ରରେ ବିରୋଧ ରହିବ। ବନ୍ଧୁବାନ୍ଧବଙ୍କ ସଙ୍ଗେ ଅପ୍ରିୟ ହୋଇପାରନ୍ତି । ଚାକିରିରେ ବ୍ୟସ୍ତତା । ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୭, ଶୁଭରଙ୍ଗ-କଫି

ବୃଷ : ସମ୍ମାନ ଲାଭ। ମନ ପ୍ରଫୁଲ୍ଲିତ ରହିବ । ଚାକିରିରେ ଦକ୍ଷ ବିବେଚିତ ହେବେ । ମହିଳାମାନେ ପ୍ରଶଂସିତ ହେବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଫଳ ପାଇବେ । ଶୁଭଅଙ୍କ-୫, ଶୁଭରଙ୍ଗ-ସବୁଜ

ମିଥୁନ : ଆର୍ଥିକ ଯୋଜନା ଫଳପ୍ରସୂ ହେବ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ବାଣିଜ୍ୟରେ ଲାଭ | ଶୁଭଅଙ୍କ-୬, ଶୁଭରଙ୍ଗ-ସିଲଭର୍

କର୍କଟ : ଦିନଟି ଚଳଚଞ୍ଚଳ ରହିବ। ଉଭୟ ପ୍ରେମ ଓ ସାଂସାରିକ ଜୀବନ ମଧୁର ହେବ । ପ୍ରଶାସନିକ କ୍ଷେତ୍ରରେ ଲୋକପ୍ରିୟ ହେବେ । ବାଣିଜ୍ୟରେ ପ୍ରସାର ହେବ | ଶୁଭଅଙ୍କ-୨, ଶୁଭରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ଅସହଯୋଗ ରହିବ। ଚାକିରି କାର୍ଯ୍ୟ ବହୁଳ ରହିବ। ରାଜନୀତିରେ ବିରୋଧୀ ରହିବେ। ବାଣିଜ୍ୟ ମନ୍ଥର ରହିବ। ଶୁଭଅଙ୍କ-୫ ଶୁଭରଙ୍ଗ-ସବୁଜ

କନ୍ୟା : କର୍ମକ୍ଷେତ୍ରରେ ସ୍ଵାଧୀନତା ରହିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶୁରୀଅଙ୍କ-୮, ଶୁଭରଙ୍ଗ-ଆକାଶୀ

ତୁଳା : ଅନେକ ମାର୍ଗରେ ଆୟ ହେବ। ପ୍ରଶାସନ ତଥା ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭଅଙ୍କ-୨, ଶୁଭରଙ୍ଗ-ସିଲଭର୍

ବିଛା : ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରିବେ। ପଡୋଶୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭଅଙ୍କ-୧, ଶୁଭରଙ୍ଗ-ପିଙ୍କ୍

ଧନୁ : କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ମକର : ଦିନଟିପ୍ରସନ୍ନତା ଓ ବନ୍ଧୁ ସହଯୋଗ ମିଳିବ । ଚାକିରିରେ ସ୍ଥାୟିତ୍ର ରହିବ । ମହିଳାମାନେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଉନ୍ନତି ହେବ । ଶୁଭଅଙ୍କ-୩, ଶୁଭରଙ୍ଗ-ଗୋଲଡେନ୍

କୁମ୍ଭ : ବାରମ୍ବାର ଚେଷ୍ଟା କରି ସଫଳ ରହିବେ । ରାଜନୀତିରେ ଶତ୍ରୁଜୟୀ ହେବେ। ପରିବହନ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରିପାରନ୍ତି। ଶୁଭଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍

ମୀନ : ଅଟକି ପରିଶ୍ରମୀ ରହିଥିବା ହେବେ। ଶିଳ୍ପ କାର୍ଯ୍ୟପୂର୍ଣ୍ଣ ଓ ବାଣିଜ୍ୟ ହେବ। ମହିଳାମାନେ ଶୁଭଦାୟକ ରହିବ। ଶୁଭଅଙ୍କ-୮, ଶୁଭରଙ୍ଗ-ବାଇଗଣୀ

Leave A Reply

Your email address will not be published.