ମଙ୍ଗଳବାର ରାଶିଫଳ (୦8-୦୬-୨୦୨୧)

ମେଷ : ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରଟି କରିପାରନ୍ତି। ସାଂସାରିକ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବଢିବ। ବାଣିଜ୍ୟରେ ସଫଳ ହେବେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ବୃଷ : ବାରମ୍ବାର ଚେଷ୍ଟା କରି ସଫଳତା ପାଇବେ । ଚାକିରିରେ କାର୍ଯ୍ୟ ବ୍ୟସ୍ତ ରହିବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ସାଧାରଣ ଲାଭ ମିଳିବ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ-କଳା

ମିଥୁନ : ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ । ମହିଳାମାନେ ସୁଖୀ ହେବେ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍

କର୍କଟ : କୌଣସି ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ । ପ୍ରଶାସନିକ ପ୍ରଭାବଶାଳୀ ହେବେ । ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ସିଂହ : ସମ୍ମାନରେ ଆଞ୍ଚ ଆସିପାରେ। ଚାକିରୀରେ ଅବହେଳା ରହିବ | ମହିଳାମାନେ ଆଳସ୍ୟ ପରାୟଣା ହେବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

କନ୍ୟା :କର୍ମକ୍ଷେତ୍ରରେ ଠକାମିରେ ପଡିପାରନ୍ତି| ରାଜନୀତିରେ ସମସ୍ୟା ଘେରରେ ରହିବେ। ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ | ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍

ତୁଳା : କର୍ମକ୍ଷେତ୍ରରେ ସହଯୋଗ ମିଳିବ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସନ୍ତୋଷଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ। ଚାକିରିରେ ନିଷ୍ଠାପର ରହିବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ : ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡିଯାଇପାରେ। ରାଜନୀତିରେ ଲୋକପ୍ରିୟତା କମିବ । ଚାକିରିରେ ଚାପ ରହିବ । ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ମକର : ଦିନଟି ଚଳଚଞ୍ଚଳ ରହିବେ। ପ୍ରଶାସନିକ ସୁମ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କୁମ୍ଭ : କର୍ମକ୍ଷେତ୍ରରେ ପ୍ରସିଦ୍ଧି ବଢିବ। ଚାକିରିରେ ସହଯୋଗ ପାଇବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ : ଅର୍ଥଚିନ୍ତା ରହିବ । ପଡୋଶୀଙ୍କ ଅସହଯୋଗ ରହିବ । ମହିଳାମାନେ ଅସ୍ଥିରମନା ହେବେ। ରାଜନୀତିରେ ବିବାଦ ଉପୁଜିପାରେ । ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications