ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୩-୦୫-୨୦୨୨)

ମେଷ: ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଧନସମ୍ମାନ ପାଇବେ । ଶିଳ୍ପ ଓ ବାଣିଜ୍ୟରେ ଲାଭାନିତ୍ବ ହେବେ । ଶିକ୍ଷାର୍ଥୀ ନିଷ୍ଠାବାନ୍ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।

ବୃଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଯଶକୀର୍ତ୍ତି ପାଇବେ | ବାଣିଜ୍ୟରେ ସନ୍ତୋଷଜନକ ଫଳ ପାଇବେ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ମିଥୁନ: ହେଉଥିବା କାର୍ଯ୍ୟ ବିଗିଡ଼ିଯାଇପାରେ | ସାଂସାରିକ ଭୁଲବୁଛାମଣା ରହିବ। ରାଜନୀତିରେ ସମସ୍ୟାରେ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲ୍‌ଭର୍ ।

କର୍କଟ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ | ରାଜନୀତିରେ ପ୍ରତିଷ୍ଠା ବଢ଼ିବ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ମେରୁନ୍ |

ଏଥିସହିତ ପଢ଼ନ୍ତୁ

ସିଂହ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନଙ୍କର ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ । ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ସମୃଦ୍ଧି ହେବ। ଶିକ୍ଷାର୍ଥୀ ଅଜ୍ଞାଧୀନ ରହିବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲ୍‌ଭର୍ ।

କନ୍ୟା: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ । ବାଣିଜ୍ୟରେ ଲାଭ ମିଳିବ | ଶିକ୍ଷାର୍ଥୀ ଯଶ ପାଇବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ ।

ତୁଳା: କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଇଗତି କରିବେ ରାଜନୀତିରେ ଶତ୍ରୁବୃଦ୍ଧି ହେବ । ପରିବହନ ଓ ବାଣିଜ୍ୟରେ ସମସ୍ୟା ବହୁଳ ରହିବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ଧଳା ।

ବିଛା: କିଛିଟା ସମସ୍ୟା ଭିତରେ ବି ଆଗେଇ ଚାଲିବେ। ଚାକିରିରେ ସମ୍ମାନ ବଢ଼ିବ । ରାଜନୀତିରେ ବ୍ୟସ୍ତତା ଭିତରେ କଟିବ। ବାଣିଜ୍ୟରେ ନୂତନ ପୁଞ୍ଜି ଖଟାଇ ଚିନ୍ତାରେ ରହିବେ | ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

ଧନୁ: ଦୁଃସାହସିକ ଭିଭିରେ କାର୍ଯ୍ୟ ତୁଲାଇବେ। ଆର୍ଥିକ ସ୍ବଚ୍ଛଳତା ରହିବ। । ଚାକିରିରେ କର୍ମତତ୍ପର ରହିବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଶୁଭ ଅଙ୍କ- ୭, ଶୁଭ ରଙ୍ଗ-କଫି ।

ମକର: ଚତୁରତା ସହ କାର୍ଯ୍ୟ ହାସଲ କରିବେ । ଚାକିରିରେ ଚଳଚଞ୍ଚଳ ରହିବେ । ସନ୍ତାନ ସନ୍ତତି ଉନ୍ନତି କରିବେ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ । ଶୁଭ ଅଙ୍କ- ୮,ଶୁଭ ରଙ୍ଗ-କଳା |

କୁମ୍ଭ: କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଓ ସମସ୍ୟା ରହିବ। ଚାକିରିରେ କାର୍ଯ୍ୟ ବହୁଳ । ରହିବ। ମହିଳାମାନେ ବିରକ୍ତିମନା ରହିବେ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ | ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲିଭର।

ମୀନ: ସମାଜରେ ପ୍ରତିଷ୍ଠିତ ହେବେ । ଦେହ ଓ ମନ ଭଲ ରହିବ | ରାଜନୀତିରେ । ନେତୃତ୍ବବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ | ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁର ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍ ।

Leave A Reply

Your email address will not be published.