ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଆସିଲି ବୋଝେଇ ଟ୍ରକରେ ଲାଗିଲା ନିଆଁ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ଷ୍ଟେସନ ବଜାର ଅଏଲ ମିଲ ସମ୍ମୁଖରେ କୌଣସି କାରଣ ବସତଃ ଏକ ଦିଆସିଲି ବୋଝେଇ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା। ତେବେ କୌଣସି ବିପଦ ଘଟିବା ଆଗରୁ ସ୍ଥାନୀୟଲୋକେ ଏବଂ ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତୁରନ୍ତ ଗାଡ଼ିରେ ଲାଗିଥିବା ନିଆଁକୁ ଲିଭାଇ ଥିଲେ। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବଡ ବିପଦ ମୁହଁରୁ ସ୍ଥାନୀୟ ଲୋକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.