ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତଋତୁରେ ଆପଣଙ୍କର ଟନ୍‌ସିଲ୍‌ ସମସ୍ୟା ଦେଖାଦେଉଛି କି, ଜାଣନ୍ତୁ ଏହାର ଘରୋଇ ଉପଚାର

ଶୀତଋତୁ ଆସିଲେ ଥଣ୍ଡାଜନିତ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ ଟନ୍‌ସିଲ୍‌ ସମସ୍ୟା ଅଧିକ ହୋଇଥାଏ। ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ସମ୍ପର୍କରେ ।

  • ଦିନକୁ ୨ରୁ ୩ଥର ୧ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚୁଟ୍‌କି ଲୁଣ ପକାଇ ଗର୍ଗଲ୍‌ କରନ୍ତୁ।
  • ଗାଜରରେ ଥିବା ଆଣ୍ଟି ଟକ୍ସିନ୍‌ ଟନ୍‌ସିଲ୍‌ ସମସ୍ୟା ଦୂର କରେ। ତେଣୁ ଗାଜର ରସ ପିଇପାରିେବ।
  • ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳେ।
  • ଥଣ୍ଡା ହେଲେ ଟନ୍‌ସିଲ୍‌ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ। ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍‌କି ଗୋଲମରିଚ ଗୁଣ୍ଡ ପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ।
  • ଥଣ୍ଡାଦିନରେ ବେକ ଓ କାନକୁ ଘୋଡ଼ାଇ ରଖନ୍ତୁ।
  • ଶୀତଦିନରେ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରହନ୍ତୁ।
Leave A Reply

Your email address will not be published.