ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ରବିବାରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ । ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି। ହେ ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ସେଟ୍‌ରେ ହରାଇ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ। ଏଥିସହ ଅଲିମ୍ପିକ୍ସରେ ଭାରତକୁ ଦ୍ୱିତୀୟ ମେଡାଲ ଦେଇଛନ୍ତି ପିଭି ସିନ୍ଧୁ ।

Leave A Reply

Your email address will not be published.