ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ପାରାଲିମ୍ପିକ୍ସ: ଜାଭଲିନ୍‌ ଥ୍ରୋରେ ଭାରତକୁ ଡବଲ ମେଡାଲ, ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିବାରେ ଲାଗିଛି।  ଭାରତକ ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି।

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

 

Leave A Reply

Your email address will not be published.