ଟୋକିଓ ଅଲିମ୍ପିକ୍ସରେ ମେରିକମଙ୍କ ଅଭିଯାନ ଶେଷ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଜି ବଡ ଝଟକା ଲାଗିଛି । ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଛନ୍ତି। ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏଥିସହ ମେରିକମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ଶେଷ ହୋଇଛି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲିମ୍ପିକ ଥିଲା । ତାଙ୍କର ପରାଜୟ କ୍ରିଡାପ୍ରେମୀଙ୍କୁ ନିରାଶ କରିଛି ।

ଅଧିକ ପଢନ୍ତୁ

Leave a comment