ଆଜିର ରାଶିଫଳ (୩୧ ମେ୨୦୨୧)

ମେଷ: ଦଶମସ୍ତ ଚନ୍ଦ୍ରଙ୍କ କାରଣରୁ ସବୁକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଚାକିରିରେ ପଦୋନ୍ନତି ହୋଇପାରେ | ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ – ଗୋଲଡେନ୍

ବୃଷ: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ବ୍ୟସ୍ତବହୁଳ ରହିବେ | ମହିଳାମାନେ ଉଦାରମନା ରହିବେ | ବାଣିଜ୍ୟରେ ସାଧାରଣ ଫଳ ମିଳିବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ମିଥୁନ: କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ | ଚାକିରୀରେ ଅସହଯୋଗ ରହିବ । ପ୍ରଶାସନିକ ଶତ୍ରବୃଦ୍ଧି ହେବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କର୍କଟ: ଉପାର୍ଜନର ମାର୍ଗ ସୁଗମ ରହିବ | ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ | ଚାକିରିରେ ପ୍ରଶଂସା ପାଇବେ | ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

ସିଂହ: କେତେକ କାର୍ଯ୍ୟକୁ ନେଇ ବ୍ୟସ୍ତ ବିବ୍ରତ ରହିବେ। ଚାକିରିରେ ପ୍ରତିକୂଳ ସ୍ଥିତି ରହିବ | ରାଜନୀତିରେ ଉତ୍ତେଜନା ରହିବ। ବାଣିଜ୍ୟରେ ସମସ୍ୟା ରହିବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

କନ୍ୟା: ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ରହିପାରେ । ମହିଳାମାନେ ହତୋତ୍ସାହ ରହିବେ |ରାଜନୀତିରେ ଲୋକପ୍ରିୟତା ହ୍ରାସ ଘଟିବ। ବାଣିଜ୍ୟ ମାନ୍ଦା ରହିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ତୁଳା: ବହୁ ପରିଶ୍ରମ କରି ଆଗେଇ ଚାଲିବେ| ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ | |ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଲାଭାନ୍ବିତ ହେବେ | ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍

ବିଛା: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ | ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ପ୍ରଶାସନିକ ପ୍ରଭାବଶାଳୀ ରହିବେ | ବାଣିଜ୍ୟରେ ନୂତନତା ଆସିବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ଧନୁ: ବ୍ୟୟବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଦାମ୍ପତ୍ୟରେ ଅଶାନ୍ତି ଦେଖାଦେଇପାରେ । ଚାକିରିରେ କାର୍ଯ୍ୟ ଭାର ରହିବ। ବାଣିଜ୍ୟରେ ମନ୍ଥର ରହିବ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ମକର: ଦିନଟି ଚଳଚଞ୍ଚଳ ରହିବେ । କୌଣସି ଶୁଭ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ | ବାଣିଜ୍ୟ ଉତ୍ସାହଜନକ ରହିବ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ: ବାରମ୍ବାର ଚେଷ୍ଟା କରି ଆଗେଇବେ । ଚାକିରିରେ ବ୍ୟସ୍ତତା ଭିତରେ କଟିବ | ରାଜନୀତିରେ ଦୂରଯାତ୍ରା ହୋଇପାରେ। ବାଣିଜ୍ୟରେ ସ୍ଵଳ୍ପ ଲାଭ ପାଇବେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମୀନ: ବିଭିନ୍ନ ଉପାୟରେ ଆୟ କରିବେ । ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଆୟବୃଦ୍ଧି ଓ ସଞ୍ଚୟ ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications