ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶା ପାଇଁ ଖୁସି ଖବର, ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪, ୫୮୭ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ମହାମାରୀ କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବା ସହିତ ଏପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେଉଥିବା ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୫୫, କଟକରୁ ୪୪୦, ନବରଙ୍ଗପୁରରୁ ୧୨୨, ଝାରସୁଗୁଡାରୁ ୨୦, ଅନୁଗୁଳରୁ ୨୪୪, ମୟୂରଭଞ୍ଜରୁ ୨୧୦, ସମ୍ବଲପୁରରୁ ୫୨, ନୂଆପଡାରୁ ୧୫, ପୁରୀରୁ ୨୪୧, ବରଗଡରୁ ୫୬, ଯାଜପୁରରୁ ୩୧୩, ବଲାଙ୍ଗିରିରୁ ୫୪, କେନ୍ଦୁଝରରୁ ୧୧୫, ଗଞ୍ଜାମରୁ ୩୩, ବାଲେଶ୍ୱରରୁ ୩୨୦, ଗଜପତିରୁ ୪୧, ରାୟଗଡାରୁ ୬୦, କଳାହାଣ୍ଡିରୁ ୫୯, ନୟାଗଡରୁ ୧୩୯, ସୋନପୁରରୁ ୪୧, ଜଗତସିଂହପୁରରୁ ୨୦୨, ଦେବଗଡରୁ ୨୯, କେନ୍ଦ୍ରାପଡାରୁ ୧୮୦, କୋରାପୁଟରୁ ୬୮, ଭଦ୍ରକରୁ ୨୧୪, କନ୍ଧମାଳରୁ ୬୦, ମାଲକାନଗିରିରୁ ୭୩, ଢେଙ୍କାନାଳରୁ ୨୧୦ ଓ ବୌଦ୍ଧରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.