ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୋରିଗୁମ୍ମାରେ ବାଘ ଆତଙ୍କ, ଗୁମ୍ଫାରୁ ମିଳିଛି ଦୁଇଟି ବାଘ ଛୁଆ

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗାଁ ନିକଟସ୍ଥ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ନଜର ଆସିଛନ୍ତି । ମାତ୍ର ଏହା ହେଟା ନା ମହାବଳ ବାଘ ତାହା ସ୍ପଷ୍ଟ ହୋଇପାରିନାହିଁ । ଗୁମ୍ଫା ଭିତରେ ବାଘ ଛୁଆ ଦୁଇଟି ଖେଳୁଥିବା ନଜର ଆସୁଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମି ରହିଛି । ବାଘ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.