ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଜରୁ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା: ବାରିପଦା ସହରରେ ଥିବା ଏକ ପ୍ରମୁଖ ହୋଟେଲ ବା ଲଜରେ ଏସଟିଏଫ ଟିମ ଚଢ଼ାଉ କରି ଏକ ୨ଫୁଟ ଲମ୍ବର କଲରାପତରିଆ ବାଘ ଛାଲକୁ ଜବତ କରିଛି । ବନବିଭାଗକୁ ଅଭିଯୁକ୍ତ ଯୁବକ ଓ ଚମଡା ହସ୍ତାନ୍ତର ପରେ ବନବିଭାଗ ଘଟଣାରେ ଜଡ଼ିତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସହଯୋଗୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.