ବିଦ୍ୟୁତ୍ ତାର ଫାଶରେ ପଡ଼ି କଲରା ପତରିଆ ବାଘର ମୃତ୍ୟୁ

ଢେଙ୍କାନାଳ: ବିଦ୍ୟୁତ୍ ଆଘାତରେ କଲରାପତରିଆ ବାଘର ମୃତ୍ୟୁ। ଘଟଣା ଘଟିଛି ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦୁଦୁରକୋଟ ଗାଁ ବରିହାରଗଡ଼ିରେ। ବିଦ୍ୟୁତ୍ ତାର ଫାଶରେ ପଡ଼ି କଲରା ପତରିଆ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାରହା ଶିକାର ପାଇଁ ଗାଁରେ ବିଦ୍ୟୁତ୍ ତାର ବିଛା ଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a comment