ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୦୬-୦୫-୨୦୨୧)

ମେଷ: ଅର୍ଥଲାଭ ସହ ସଞ୍ଚୟ ହେବ। ଚାକିରିରେ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ: ଦେହ ଓ ମନ ଭଲ ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ: ଦିନଟି ଅନିଶ୍ଚିତତା ଭିତରେ ଗତି କରିବେ | ଚାକିରିରେ ଅଭିଯୋଗ ଆସିପାରେ । ମହିଳାମାନେ ହତାଦର ହେବେ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କର୍କଟ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ । ଚାକିରିରେ ଉତ୍ସାହିତ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା: ଉଦଯୋଗର ଫଳ ମିଳିବ। ବକେୟା ଅର୍ଥପ୍ରାପ୍ତି ହୋଇପାରେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବା । ଶୁଭ ଅଙ୍କ – ୪ ଶୁଭ ରଙ୍ଗ- ମେଟାଲିକ୍

ତୁଳା: ଦିନଟି ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବ | ମହିଳାମାନେ ବିରକ୍ତିମନା ରହିବେ। ଚାକିରିରେ ଅସହଯୋଗ ମନେ ହେବ। ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ସବୁଜ

ବିଛା: ଅଟକି ରହିଥିବା କାର୍ଯ୍ୟ ଧୀରେ ସମ୍ପନ୍ନ ହେବ। ମହିଳାମାନେ ଚଳଚଞ୍ଚଳ ରହିବେ । ରାଜନୀତିରେ ଲୋକପ୍ରିୟତା ବଢିବ | ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ଧନୁ: ପରିଶ୍ରମଠାରୁ ଅଧିକ ଗୁଣାରେ ଫଳ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ମହିଳାମାନେ ରକ୍ଷଣଶୀଳ ହେବେ |ବାଣିଜ୍ୟରେ ଭଲ ଆୟ ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ମକର: ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି କରିପାରନ୍ତି । ପଡୋଶୀଙ୍କ ସହ ମନାନ୍ତର ରହିବ। ଚାକିରିରେ ସମସ୍ୟା ରହିବ| ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ: ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ଅତିଥିଙ୍କ ଆଗମନ ହୋଇପାରେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍

ମୀନ: ଦିନଟି ବାଧାବିଘ୍ନ ଭିତରେ ସମୟ କଟିବ | ସାଂସାରିକ ଦ୍ରବ୍ୟାଦି ହାନି ଓ ଅଭାବ ରହିବ । ପରିବହନ ଓ ବାଣିଜ୍ୟରେ ନୈରାଶ୍ୟଜନକ ରହିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ ପିକ୍

Leave A Reply

Your email address will not be published.