ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୦୪-୦୩-୨୦୨୧)

ମେଷ: ସପ୍ତମସ୍ଥ ଚନ୍ଦ୍ରଙ୍କ କାରଣରୁ ଉଚ୍ଚ ସମ୍ମାନ ପାଇବେ। ଦାମ୍ପତ୍ୟ ସୁଖମୟ ରହିବ। ମହିଳାମାନେ ନୂତନ କର୍ମ କରିପାରନ୍ତି। କଳା, ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ।
ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।

ବୃଷ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଦେହ ଓ ମନ ଭଲ ରହିବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ପରିବହନ ଓ ବାଣିଜ୍ୟ ଆୟ ବୃଦ୍ଧି ହେବେ।
ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ମିଥୁନ: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ରହିବ। ଆୟଠାରୁ ବ୍ୟୟ ଅଧିକ ରହିବ। ଚାକିରିର କାର୍ୟ୍ୟଭାର ରହିବ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟରେ ପ୍ରତିକୂଳ ରହିବ।
ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।

କର୍କଟ:- ବହୁ ଚେଷ୍ଟା କରି ଆଗେଇବେ। ପଡ଼ୋଶୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଚାକିରିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ।
ଶୁଭ ଅଙ୍କ-୨, ଶୁଭରଙ୍ଗ-ଧଳା।

ଏଥିସହିତ ପଢ଼ନ୍ତୁ

ସିଂହ:- କର୍ମକ୍ଷେତ୍ର ସହ ଆର୍ଥିକ ଉନ୍ନତି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉତ୍ତମ ଫଳ ମିଳିବ।
ଶୁଭ ଅଙ୍କ-୯, ଶୁଭରଙ୍ଗ-ଲାଲ୍।

କନ୍ୟା:ଦିନଟି ପ୍ରତି କାମରେ ମନ୍ଥର ରହିବ। ଚାକିରିରେ ଅସହଯୋଗ ମନେହେବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ଆୟ-ବ୍ୟୟ ସମାନ ରହିବ।
ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ତୁଳା:କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ପ୍ରଶାସନିକ ଓ ଚାକିରିରେ ଲୋକସଂପର୍କ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ।

ବିଛା –କିଛିଟା ବ୍ୟୟବହୁଳତା ଭିତରେ କାର୍ୟ୍ୟ ସମ୍ପାଦନ କରିବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ବାଣିଜ୍ୟରେ ସ୍ବଳ୍ପଲାଭ ହବେ।
ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍

ଧନୁ- ଏକଦଶସ୍ଥ ଚନ୍ଦ୍ର କାରଣରୁ ବିଭିନ୍ନ ଉପାର୍ଜନ କରିବେ। ଚାକିରିରେ ପଦୋନ୍ନତି ହେବାପରେ ଶିଳ୍ପ ଓ ବାଣିଜ୍ୟରେ ବେଶ୍ ଲାଭ ହେବ।
ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର: ଦିନଟି କାର୍ୟ୍ୟସିଦ୍ଧି ସହ ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଆଦର ସମ୍ମାନ ପାଇବେ। ଚାକିରିରେ ସ୍ଥାୟିତ୍ବ ରହିବ। ବଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍।

କୁମ୍ଭ:- କେତେକ ବିଷୟକୁ ନେଇ ବିଚଳିତ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ସମସ୍ୟା ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ।
ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।

ମୀନ:- ଦିନଟି ବିଷମ ପରିସ୍ଥିତି ରହିବ। ଦେହ ଓ ମନ ଭଲ ରହିବ ନାହିଁ। ରାଜନୀତିରେ ଶୁଭଫଳ ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ବିଦ୍ୟାର୍ଥୀ ଭ୍ରମରେ ପଡ଼ିବେ।
ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।

 

Leave A Reply

Your email address will not be published.