ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନୁଷ୍ୟ ଶରୀରର ହାଡ଼କୁ ଦୁର୍ବଳ କରିଥାଏ ଦୈନଦିନ ଜୀବନର ଏହି ୫ ଟି ବଦଭ୍ୟାସ….

ସୁସ୍ଥ, ସବଳ ଓ ନୀରୋଗ ରହିବା ପାଇଁ ହାଡ଼ ମଜବୁତ ରହିବା ନିହାତି ଆବଶ୍ୟକ। ହାଡ଼ ମଜବୁତ ହେବା ପାଇଁ ଖାଦ୍ୟର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଆମର ଦୈନନ୍ଦିନ ଜୀବନରେ ଏମିତି ଅନେକ ବଦଭ୍ୟାସ ରହିଛି, ଯାହାକି ହାଡ଼କୁ ଦୁର୍ବଳ କରିଦିଏ ।

ସେସବୁ ମଧ୍ୟରୁ ୫ଟି ମୁଖ୍ୟ ବଦଭ୍ୟାସ ହେଉଛି –

♦ ଅଧିକ ଆଲ୍‌କୋହଲ୍‌ର ସେବନ ଯୋଗୁଁ ହାଡ଼ର କ୍ୟାଲସିୟମ୍ ଅବଶୋଷଣ କରିବା କ୍ଷମତା କମିଯାଏ । ଯାହାଦ୍ୱାରା ହାଡ଼ ଦୁର୍ବଳ ହୁଏ ।

♦ ଅତ୍ୟଧିକ କଫି ପିଇବା ଦ୍ବାରା ମଧ୍ୟ ହାଡ଼ ଦୁର୍ବଳ ହୁଏ। କାରଣ କଫିରେ ଥିବା କୋକିନ୍‌ କ୍ୟାଲସିୟମ୍ ସ୍ତରକୁ କ୍ଷୟ କରିଦିଏ।

these-5-bad-habits-of-daily-life-weaken-the-bones

♦ ଅଧିକ ଲୁଣ ଖାଇବା ଦ୍ଵାରା ଶରୀରରୁ କ୍ୟାଲସିୟମ୍ ମୂତ୍ରନଳୀ ଦେଇ ବାହାରିଯାଏ। କ୍ୟାଲସିୟମ୍ ଅଭାବ ହେଲେ ହାଡ଼ କ୍ଷୟ ହୋଇଥାଏ।

♦ ଅଧିକ ମାତ୍ରାରେ କୋଲ୍‌ଡ୍ରିଙ୍କ୍ସ ପିଇବା ଦ୍ଵାରା ଶରୀରରେ କ୍ୟାସିୟମ୍‌ର ମାତ୍ରା କମିଯିବା ସହ ଫସ୍‌ଫେଟ୍‌ର ମାତ୍ରା ବଢ଼ିଯାଏ । ଯାହାଦ୍ବାରା ହାଡ଼ ଧୀରେ ଧୀରେ କ୍ଷୟ ହେବାରେ ଲାଗେ । ଓ ଧୂମପାନ ମଧ୍ୟ ହାଡ଼କୁ କ୍ଷତି ପହଞ୍ଚାଇଥାଏ।

Leave A Reply

Your email address will not be published.