ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହେବନି ରଥଯାତ୍ରା-ସୁପ୍ରିମକୋର୍ଟ

ଭୁବନେଶ୍ବର: ପୁରୀ  ଛଡା ଆନ୍ଯ କେଉଁଠି ହୋଇ ପାରିବନି ରଥଯାତ୍ରା । ପୁରୀ ଭଳି କଟକଣାର ସହିତ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସମସ୍ତ ଆବେଦନ ଖାରଜ ହୋଇଛି। ଦାଖଲ ହୋଇଥିଲା ଏକାଧିକ ଆବେଦନକୁ ଖାରଜ କରିଛନ୍ତି ଖଣ୍ଡପୀଠ । ବାରିପଦା, କେନ୍ଦ୍ରାପଡା, ନୀଳଗିରି ଓ ବାଲେଶ୍ବରର ଶାସଙ୍ଗରେ ରଥଯାତ୍ରା ପାଇଁ ପୃଥକ ପୃଥକ ଆବେଦନ ହୋଇଥିଲା। ଆଜି ୧୧ଟା ବେଳେ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Leave A Reply

Your email address will not be published.