ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋର୍ଟ ଭିତରେ ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ । କୋର୍ଟରେ କାମ ସମୟରେ ଏସଡିଜେଏମଙ୍କୁ ଯୁବକ ଆକ୍ରମଣ ଉଦ୍ୟମ କରିଥିଲେ। ଆକ୍ରମଣ ଉଦ୍ୟମ ସମୟରେ ଯୁବକକୁ ଅଟକାଇଲେ କୋର୍ଟରେ କାର୍ଯ୍ଯରତ ଥିବା ଝାଡୁଦାର। ଘଟଣା ସମ୍ପର୍କରେ ଅବଗତ ପରେ କୋର୍ଟରେ ବ୍ରହ୍ମପୁର ଏସପି ଓ ଏସଡିପିଓ ପହଞ୍ଚିଛନ୍ତି। ଆକ୍ରମଣ କରିଥିବା ଯୁବକ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତଙ୍କୁ ଯୁବକ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି।  ଆକ୍ରମଣର ଉଦ୍ୟମ ସ୍ପଷ୍ଟ ଜଣାପଡି ନାହିଁ।

Leave A Reply

Your email address will not be published.