ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ମହିଳାମାନେ ସନ୍ଧ୍ୟା 7 ଟାରୁ 6 ଟା ପର୍ଯ୍ୟନ୍ତ ଅଫିସରେ କାମ କରିବେ ନାହିଁ

ଲକ୍ଷ୍ନୌ : ୟୁପି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ ଜଣାଇବାକୁ ପଡିବ । ଯଦି କୌଣସି ମହିଳା ରାତିରେ କାମ କରିବାକୁ ମନା କରେ ତାହାହେଲେ ତାଙ୍କୁ କୌଣସି ସଂସ୍ଥା ଚାକିରୀରୁ ବାହାର କରିପାରିବେ ନାହିଁ । ନିୟମର ଖିଲାପ ହେଲେ ଜରିମାନଠାରୁ ଆରମ୍ଭ କରି ଜେଲଦଣ୍ଡାଦେଶ ଦିଆଯିବ ।

ବାଧ୍ୟତାମୂଳକ ଭାବେ ରାତିରେ ଡ୍ୟୁଟି କରାଇଲେ କେତେଗୁଡିଏ ନିୟମ ମାନିବାକୁ ପଡିବ । ଯେପରି ଫ୍ରି କ୍ୟାବ, ଅତି କମରେ ୪ ମହିଳା ଥିବେ, ଭୋଜନ ବ୍ୟବସ୍ଥା, ଶୌଚାଳୟ, ଚେଜିଂରୁମର ବ୍ୟବସ୍ଥା । ସରକାରଙ୍କ ଏହି ନିଷ୍ପତି ପରେ ୫ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । ବିଭିନ୍ନ ମହଲରେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.