ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥାନାରେ ପଶି ପୁଲିସକୁ ମାଡମାରିଲେ ଗାଁ ଲୋକେ, ମିଥ୍ୟା ଗଞ୍ଜେଇ କେସରେ ପୁଲିସ ଗରିଫ କରିଥିବା ଅଭିଯୋଗ

ମୋହନା: ଥାନାରେ ପଶି ପୁଲିସ୍‌କୁ ଆକ୍ରମଣ । ଅଡ଼ବା ଥାନାରେ ପଶି ପୁଲିସକୁ ମାଡମାରିଲେ ଧରଣପୁର ଗାଁଲୋକେ । ଗିରଫ ପ୍ରତିବାଦରେ ମାଡ଼ ମାରିଥିବା ସୂଚନା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମିଥ୍ୟା ଗଞ୍ଜେଇ କେସରେ ଛନ୍ଦି ନିରୀହ ଆଦିବାସୀଙ୍କୁ ପୁଲିସ ଗିରଫ କରିଥିବା ଲୋକଙ୍କ ଅଭିଯୋଗ । ରାତିଅଧିଆ ଚଢ଼ାଉ କରି ପୁଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରିଥିଲେ । ପରେ  ଲୋକେ ଗେଟ୍ ଭାଙ୍ଗି ଥାନ ଭିତରକୁ ଧସେଇ ପଶିିବା ସହ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

 

Leave A Reply

Your email address will not be published.