ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାୟକଙ୍କ ବଦାନ୍ୟତା: ଆର୍ଥିକ ସହାୟତା ସହିତ ପିଲାଙ୍କ ପାଠ ପଢା ପାଇଁ ଯୋଗାଇଦେଲେ ସ୍ମାର୍ଟଫୋନ୍

ଭଦ୍ରକ: ଭଦ୍ରକ ଦୁଃଖି ଅସହାୟ ଗରିବ ଲୋକ ଯାହାର କେହି ନାହାନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଆର୍ଥିକ ସହାୟତା ସହିତ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆଜିର ଦିନରେ ଅତି ଆବଶ୍ୟକ ହୋଇ ପଡିଛି ଏକ ସ୍ମାର୍ଟ ଫୋନ। ଏହାକୁ ନଜରରେ ରଖି ପିଲାଙ୍କ ପାଠ ପଢାରେ ଯେପରି ସମସ୍ଯା ନ ଉପୁଜେ ସେଥିପାଇଁ ବିଧାୟକ ତାଙ୍କ ଭଦ୍ରକ ବାସ ଭବନ ଠାରେ ମହିଳା ବିଜୁ ଜନତା ଦଳ ଉପସ୍ଥିତିରେ ସମସ୍ତ ମହିଳାଙ୍କ ସହ କୁନିକୁନି ପିଲା ମାନଙ୍କୁ ପ୍ରଦାନ କରିଛନ୍ତି ସ୍ମାର୍ଟ ଫୋନ ଓ ସମସ୍ତଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

Leave A Reply

Your email address will not be published.