ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ସୁଧ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ

Interest Rate

ଦେଶର ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିପାରନ୍ତି ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି। ଜୁନ ଏବଂ ଅଗଷ୍ଟ ମାସରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବେଳେ ଏହା କରାଯିବାର ଯଥେଷ୍ଟ ସମ୍ଭାବନ ରହିଛି ବୋଲି କୁହାଯାଇଛି। ଜୁନରେ ଅତିକମ୍‌ରେ ୭୫ ବେସିସ ପଏଣ୍ଟ ବୃଦ୍ଧି କରାଯିବ। ଏହାଦ୍ବାରା ରେପୋ ହାର ୫.୧୫ ରୁ ୫.୨୫ ପ୍ରତିଶତ ରହିବ ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.