ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ; 4ଡକାୟତ ଗିରଫ, ଜଣେ ଫେରାର

ଭୁବନେଶ୍ବର : ଲିଙ୍ଗରାଜ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ଟାର୍ଗେଟରେ ଥିଲେ ମହିଳା, ରାଜଧାନୀରେ ବୁଲାଇଥାନ୍ତେ କଳାକନା । କଳା ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଲୁଟ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର । ଡକାୟତି ଯୋଜନା ପଣ୍ଡ, 4ଡକାୟତ ଗିରଫ, ଜଣେ ଫେରାର । ବଡ଼ ଧରଣର ଡକାୟତ୍ତି ପୂର୍ବରୁ ମାଡି ବସିଲା ପୋଲିସ । ବଶିଷ୍ଟ ନଗର କ୍ୟାନେଲ ବନ୍ଧ ରୋଡ଼ରେ କରୁଥିଲେ ଡକାୟତ୍ତି ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ରେଡ । ଗୋଟିଏ ଖଣ୍ଡା, ଚିଲି ପାଉଡ଼ର, ଆଇରନ ରଡ଼ ଓ ଦୁଇଟି ପଲସର ଜବତ । ପ୍ରତ୍ୟକ ଅଭିଯୁକ୍ତଙ୍କ ନାଁରେ 15ଟା ଲେଖାଏଁ ମାମଲା ରହିଛି, ମାଷ୍ଟର ମାଇଣ୍ଡ ଫେରାର ।

Leave A Reply

Your email address will not be published.