ଓଡ଼ିଶା ଅଗ୍ନିଶମ ବିଭାଗ ନାଁ ବଦଳି ହେଲା ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ବିଭାଗ

ଭୁବନେଶ୍ବର: ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ ।  ଅଗ୍ନିଶମ ବିଭାଗର ନାଁ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି । ନୂଆ ନାମ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a comment