ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଷ୍ୟ ସ୍କୁଲକୁ ୧କୋଟି ୨ଲକ୍ଷ ଟଙ୍କାର ପ୍ଯାକେଜ ଘୋଷଣା କଲେ ଭଦ୍ରକ ବିଧାୟକ

ଭଦ୍ରକ: ଭଦ୍ରକ ସହରାଞ୍ଚଳ ଅଧିନ ପୁରୁଣାବଜାର ଅଞ୍ଚଳ ର ପ୍ରାଚୀନ ବିଦ୍ୟାଳୟ ଏନ.ସି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଆଜି ଏହି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ବିଧାୟକ ଶ୍ରୀ ମଲ୍ଲିକ ୧ କୋଟି ୨ଲକ୍ଷ ଟଙ୍କାର ପ୍ଯାକେଜ ଘୋଷଣା କରିଛନ୍ତି । ଏହି ଅର୍ଥ ଭଦ୍ରକ ପୌରପାଳିକା ଓ ଆର ଏଣ୍ଡ ବି ପକ୍ଷରୁ ଉକ୍ତ ସ୍କୁଲଲେ ବିନିଯୋଗ କରାଯିବ । ଏହାର ଟେଣ୍ଡେର ସରିଛି ଓ ଖୁବ ଶୀଘ୍ର ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟ ଆରଂଭ ହେବ ବୋଲି ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଶ୍ରୀ ମଲ୍ଲିକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.