ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି । ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।

Leave A Reply

Your email address will not be published.