bitcoin
Bitcoin (BTC) 2,287,925.24 0.76%
ethereum
Ethereum (ETH) 141,748.59 6.65%
tether
Tether (USDT) 77.59 0.03%
usd-coin
USD Coin (USDC) 77.51 0.33%
bnb
BNB (BNB) 24,072.90 5.17%
xrp
XRP (XRP) 30.57 2.98%
binance-usd
Binance USD (BUSD) 77.97 0.56%
cardano
Cardano (ADA) 37.39 6.51%
solana
Solana (SOL) 3,438.32 8.55%
dogecoin
Dogecoin (DOGE) 6.09 5.57%

ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଗୁଡ଼ିକର ଫିଟ୍‌ନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ନିବେଦନ

କଟକ: ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଗୁଡ଼ିକର ଫିଟ୍‌ନେସ୍ ଉପରେ ଗୁରୁତ୍ୱ ଦିଆଯିବ। ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ୱାଳ ନିବେଦନ କରିଛନ୍ତି।  ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ । ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ ନିୟମ ପାଳନ କରନ୍ତୁ ବୋଲି ସେ କହିଛନ୍ତି। ସ୍କୁଲ ପିଲା ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଛାତ୍ରମାନଙ୍କ ପରିବହନଜନିତ ଅସୁବିଧା ପାଇଁ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ।

ସଞ୍ଜୟ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ସପ୍ତାହ ଧରି ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରେ, ସ୍କୁଲ ଛାତ୍ରଛାତ୍ରୀ ପରିବହନ ପାଇ ନିୟୋଜିତ ୧୦୯୬ ଗାଡ଼ି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ପାଇ ଦଣ୍ଡିତ ହୋଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଫିଟନେସ୍ ସାର୍ଟିଫିକେଟ ବିନା ୮୨୦ଟି ଗାଡି ଚଳାଚଳ କରୁଥିଲା। ଏହାଛଡ଼ା ୩୮୭ଟି ଗାଡିର ବୈଧ ଅନୁମତି ନାହି ଏବଂ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ।

Leave a comment