ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧି ବାହା ହେଲେ କନ୍ଯା

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ। ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ଜଣେ କନ୍ଯା। ସେ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିଲେ। ଏହି କନ୍ଯା ଜଣଙ୍କ ନାଁ ହେଉଛି ଅକ୍ଷରା । ସେ ତାଙ୍କ ବିବାହର ଏକ ଫଟୋ ସୋସିଆଲ ସାଇଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଏବେ ଲୋକଙ୍କୁ ବେଶ ପସନ୍ଦ ଆସୁଛି ।

ଏପରିକି ସେମାନେ ତାଙ୍କ ବିବାହ ଭୋଜିରେ ବିଭିନ୍ନ ପ୍ରକାରର ଗୁପଚୁପ ପ୍ରସ୍ତୁତ କରିଥିଲେ । ଗୁପଚୁପ ଏବଂ ଚାଟ ମୋ ଜୀବନ । ସେଥିପାଇଁ ଏହାକୁ ନିଜ ବାହାଘରରେ ଗୁରୁତ୍ୱ ଦେଇଥିଲି ବୋଲି କହିଛନ୍ତି ।

Leave A Reply

Your email address will not be published.