ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା ଅଭୁଲା ଗୀତ । ୬ ଫେବ୍ରୁଆରୀ  ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ସେ । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ଅମରେନ୍ଦ୍ର ମହାନ୍ତି । ବହୁ ଖ୍ୟାତନାମା ସଂଗୀତଜ୍ଞଙ୍କ ସହ କାମ କରିଛନ୍ତି । ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନେକଙ୍କ ସହ କାମ କରିଛନ୍ତି ସେ  । ଅମରେନ୍ଦ୍ରଙ୍କ ଦେହାନ୍ତ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।

Leave A Reply

Your email address will not be published.