Browsing Category

ଟେକ୍ନୋଲୋଜି

କୋୱିନ ଆପର ନୂତନ ଅପଡେଟ୍: ଘରେ ବସି…

ନୂଆଦିଲ୍ଲୀ: କୋୱିନ ପୋର୍ଟାଲରେ ଏକ ନୂତନ ଅପଡେଟ ଆସିଛି। ଟିକା ନେବା ସାର୍ଟିଫିକେଟରେ ଯଦି କିଛି ଭୁଲ ଥାଏ ଆପଣ କୋୱିନ ପୋର୍ଟାଲରେ ଲଗ-ଇନ କରି ଘରି ବସି ପରିବର୍ତ୍ତନ କରିପାରିବେ। ଏହି ନୂତନ ଅପଡେଟ ବିଷୟରେ ଆରୋଗ୍ଯ ସେତୁ ଟ୍ବିଟ କରି ସୂଚନା ଦେଇଛି। Now you can make corrections to your name,…

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ…

ଭୁବନେଶ୍ୱର: ସଙ୍ଗୀତ ଓ ଅଡିଓ ମନୋରଞ୍ଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ…

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଗ୍ରାହକ…

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୁତୟନ କରିବା କାର୍ଯ୍ଯ…

ହ୍ବାଟସ୍‌ଆପ୍‌ରେ କିପରି ତିଆରି କରିବେ…

ବର୍ତ୍ତମାନ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀ ହ୍ବାଟସ୍‌ଆପ୍ ସହିତ ପରିଚିତ। ଏହି ଆପ୍ଲିକେସନ୍‌ରେ ଅନେକଗୁଡ଼ିଏ ଷ୍ଟିକର୍‌ ଅଛି, ଯାହା ଆମେ ଆମ ବନ୍ଧୁମାନଙ୍କୁ ପଠାଇଥାଉ। କିନ୍ତୁ ଆପଣ ମଧ୍ୟ ଆପଣଙ୍କର ଷ୍ଟିକର ତିଆରି କରି ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ପଠାଇ ପାରିବେ। କିନ୍ତୁ ଏଥିରେ ଷ୍ଟିକର୍ ପଠାଇବା…

ମହାମାରୀ ସମୟରେ ଜିଓଫୋନ୍…

ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା । ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକମାନଙ୍କ ପାଖରେ, ବିଶେଷ କରି…

ୟୁଟ୍ୟୁବ ହଟାଇଲା ୮.୩୦ କୋଟି ଭିଡିଓ ଏବଂ…

ନୂଆଦିଲ୍ଲୀ: ୟୁଟ୍ୟୁବରେ ୨୦୧୮ ମସିହାଠୁ ଆଜି ପର୍ଯ୍ଯନ୍ତ ଅପଲୋଡ ହୋଇଥିବା ଭିଡିଓ ମଧ୍ୟରୁ ୮.୩୦ କୋଟି ଭିଡିଓ ହଟାଇ ଦେଇଛି। ଯେଉଁ ଭିଡିଓ ଗୁଡିକ ହଟାଯାଇଛି ସେଗୁଡ଼ିକ କପିରାଇଟ୍ ଓ ଅଶ୍ଳୀଳତା ଯୋଗୁଁ ହଟାଯାଇଛି। ସେମାନଙ୍କ ବିଷୟବସ୍ତୁ ଆପତ୍ତିଜନକ ଥିଲା ବୋଲି ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ କୁହାଯାଇଛି। ଏଥିସହ…

ଜାଣନ୍ତୁ ଫେସ୍‌ବୁକ୍‌ ପାସ୍‌ୱାର୍ଡ ଭୁଲି…

ଫେସ୍‌ବୁକ୍, ହ୍ବା୍ଟସ୍ଆପ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଭଳି ଆପ୍‌କୁ ଏବେ ଅଧିକ ବ୍ୟବହାର କରାଯାଉଛି। ଏପରିକି କିଛି ଆପ୍‌କୁ ଆମେ ସବୁବେଳେ ଫୋନ୍‌ରେ ଲଗ୍‌ଇନ୍‌ କରି ରଖିଥାଉ। ଏଥିପାଇଁ ଆମକୁ ବାରମ୍ବାର ଇମେଲ୍ ଆଇଡି କିମ୍ବା ପାସ୍‌ ୱାର୍ଡ ଦେବାକୁ ପଡ଼ିନଥାଏ। ଦୀର୍ଘ ଦିନ ଧରି ଏପରି କରିବା ଦ୍ବାରା ଆମେ…

ମେ’ ୪ରୁ ବନ୍ଦ ହେବ ‘ୟାହୁ ଆନସର୍ସ’

ନୂଆଦିଲ୍ଲୀ : ବନ୍ଦ ହେବ ୟାହୁ ଆନସରସ୍‌ ସେବା। ଚଳିତମାସ ୨୦ରୁ ଗ୍ରାହକମାନେ ‘ୟାହୁ ଆନସର୍ସ’ରେ ଆଉ ପ୍ରଶ୍ନ କିମ୍ବା ଉତ୍ତର ପୋଷ୍ଟ କରିପାରିବେ ନାହିଁ । ଚଳିତବର୍ଷ ମେ’ ୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ। ଦୀର୍ଘ ୧୬ ବର୍ଷ ତଳେ ଏହି ସେବାର ଆରମ୍ଭ କରାଯାଇଥିଲା। ସେତେବେଳେ କୌଣସି ଏକ…

ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିପାରେ…

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ ଏବେ ଏହାର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ଏଳ୍‌ଜିର…

ଜାଣନ୍ତୁ ଘରେ ବସି ପାନକାର୍ଡରେ ଥିବା…

ନୂଆଦିଲ୍ଲୀ: ପୁଣି ଥରେ ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ୍‌ର ସମୟସୀମାକୁ ବୃଦ୍ଧି କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ପାନ ନମ୍ବରକୁ ଆଧାର ସହ ସଂଯୋଗ‌ କରିବାର ଅନ୍ତିମ ତାରିଖକୁ ଜୁନ୍‌ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବେ…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications