ଭୂତାଣୁ ନଷ୍ଟକାରୀ ଡ୍ରଗ୍ ମଲିକ୍ୟୁଲ୍ ସନ୍ଧାନ ପାଇଲା ଟେକ୍ ମହିନ୍ଦ୍ରା

କରୋନା ଭାଇରସକୁ ନେଇ ଏକ ଖବର ସିଛି। ଆଇଟି କମ୍ପାନୀ ଟେକ ମହିନ୍ଦ୍ରା ରିଗେନ ବାୟୋସାଇନ୍ସ ସହ ମିଶି ଏକ ନୂଆ ଡ୍ରଗ ମଲିକ୍ୟୁଲ ସନ୍ଧାନ କରିଛି ଏହି ଔଷଧ କରୋନା ବିରୋଧରେ ଲଢେଇ କରି ତାହାକୁ ଶେଷ କରିଦେବ ବୋଲି କୁହାଯାଇଛି। ଏବେ ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରିବାକୁ କମ୍ପାନୀ ମୁଖ୍ୟ(ମେକର୍ସ ଲ୍ୟାବ) ନିମ୍ନ ମଲହୋତ୍ରା କହିଛନ୍ତି ଯେ ପ୍ୟାଟେଣ୍ଟ ହେବା ପର୍ଯ୍ୟନ୍ତ ମଲିକ୍ୟୁଲ ବିଷୟରେ ସୂଚନା ଦେଇହେବ ନାହିଁ ।
ଟେକ ମହିନ୍ଦ୍ରା ଏବଂ ଡିଜେଳ ବାୟୋସାଇନ୍ସ ଗବେଷଣା ଜାରି ରଖୁଛନ୍ତି । ମେକର୍ସ ଲ୍ୟାବ ହେଉଛି ଟେକ ମହିନ୍ଦ୍ରାର ଖିସର୍ଚ ଆଣ୍ଡ ଡେଇଲପମେଣ୍ଟ ଆର୍ମା ମଲହୋତ୍ରା କହିଛନ୍ତି ଯେ ମେଜର୍ସ ଲ୍ୟାବରେ କରେନାର ଗଣିତିକ ମଡେଲିଂ ବିଶ୍ଳେଷଣ ଆରମ୍ଭ କରାଯାଇଛି। ଏହି ଗାଣ୍ଡିକ ଜଟି ଏବଂ ମେଢଙ୍ଗି ଆନେ ଆଧାରରେ ଟେକ ମଦ୍ରା ଏବଂ ତାହାର ସହଯୋଗୀ କମ୍ପାନୀ ଏପଡିଏ ମନ୍ୟତାପ୍ରାପ୍ତ ୮ ହଜାର ମଲିକ୍ୟୁଲ ମଧ୍ୟରୁ ୨୦ଟି ଡ୍ରଗ ମଲିକ୍ୟୁଳକୁ ଚୟନ କରିଥିଲା ।
ପରେ ଏହି ୧୦ଟିକୁ ଜ୍ଞାନକୌଶଳ ମଧ୍ୟମରେ ଫିଲ୍ମର କରାଯାଇଥିଲା । ଏହା ଉପରେ ବେଙ୍ଗାଲୁରୁରେ ପରୀକ୍ଷା କରାଯାଇଥିଲା । ପରେ ଏହି ସଂଖ୍ୟା ହ୍ରାସ କରାଯାଇ ୩କୁ ଅଣାଯାଇଛି କମ୍ପାନୀକୁ ଏକ ୩ଡି ଫୁସଫୁସ ପ୍ରସ୍ତୁତ କରି ତାହା ଉପରେ ପରୀକ୍ଷଣ କରିଥିଲା। ଏଥିରୁ ଜଣାପଡିଥିଲା ଯେ ମଲିକ୍ୟୁଲ ଗବେଷଣା ଅନୁଯାୟୀ କାର୍ଯ୍ୟ କରୁଛି ଏହା ପରେ ମେକର୍ସ ବ୍ୟବ ଗାଣିତିକ ବିଶ୍ଲେଷଣ ଏବଂ ସହଯୋଗୀ କମ୍ପାନୀ କ୍ଲିନିକାଲ ବିଶ୍ଳେଷଣ ଶେଷ କରିଥିଲା ଏହା ଭବିଷ୍ୟତର ଔଷଧ ସନ୍ଧାନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମଲହୋତ୍ରା କହିଛନ୍ତି ।
ତେବେ ପଣ୍ଟ ଉପରେ ଏହାର ଅଧ୍ୟୟନ କରାଯିବା ବାକି ରହିଛି ବୋଲି ସେ କହିଛନ୍ତି କିନ୍ତୁ ଏହି ଜ୍ଞାନକୌଶଳ ଜୈବିକ ରାଣିତିକ ପ୍ରକ୍ରିୟାରେ ଔଷଧ ଆବିଷ୍କାର ତନ୍ତ୍ରକୁ କମ କରିବ । ଏବେ ଏହାର ପ୍ରଭାବ ଜାଣିବା ପାଇଁ ଅଧିକ ଗବେଷଣା ଜାରି ରହିଛି ।