ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗିରଫ ହେଲେ ରସିକିଆ ଟେଲର ଶିକ୍ଷକ, ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ଟଙ୍କା ଓ ଅଳଙ୍କାର

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସକିଆ ଟେଲର ମାଷ୍ଟର ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର ଲୁଟିବା ମହଙ୍ଗା ପଡିଛି l ଏନେଇ ଗତ ୧୨ ତାରିଖରେ ଖବର ପ୍ରକାଶ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଟେଲର ମାଷ୍ଟର ହେଲେ ପଟ୍ଟାମୁଣ୍ଡାଇ ଥାନା ଜଗନ୍ନାଥପୁର ଗ୍ରାମର ଅବିନାଶ ରାଉତ l ପୋଲିସ ତାଙ୍କ ନିକଟରୁ ୧୫ ଭରି ସୁନା ଏବଂ ୯୦ ହଜାର ଟଙ୍କା ଜବତ କରିଛି l ପ୍ରକାଶ ଯୋଗ୍ୟ, ଯୁବତୀଙ୍କୁ ଟେଲରିଂ ଶିକ୍ଷା ଦେବା ଆଳରେ ପ୍ରେମ ଜାଲରେ ଫସାଇ ସର୍ବସ୍ୱ ଲୁଟିନେଇଥିଲେ ଏହି ରସକିଆ ଟେଲର ମାଷ୍ଟର l

Leave A Reply

Your email address will not be published.