ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟାଟା ହେଲା ଆଇପିଏଲର ନୂଆ ସ୍ପନଶର

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତ୍ତି ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ। ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କାରେ ଟାଇଟଲ ସ୍ପନଶରଶିପ ହାଇଥିଲା । ଭାରତ-ଚୀନ ବିବାଦ ଯୋଗୁଁ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ଏବଂ ଡ୍ରିମ ୧୧କୁ ଏହି ରାଇଟ୍ସ ମିଳିଥିଲା । ମଙ୍ଗଳବାର ଭିଭୋ ସ୍ପନଶରଶିପରୁ ଓହରିବା ପାଇଁ ଅନୁରୋଧ କରିଥିଲା ଏବଂ ବିସିସିଆଇ ଏହାକୁ ଗ୍ରହଣ କରିଥିଲା ।

Leave A Reply

Your email address will not be published.